ଧୁଆ ମୁଗ Dhuā muga

  • ଦେ. ବି — ପାଣିରେ ବତୁରା ହୋଇ ନରମ ହେଲା ପରେ ଚୋପା ଛଡ଼ା ଯାଇଥିବା ମୁଗ — Split moong moistened for some time in water and then washed and freed from the chaff and become made soft
  • ଦେ. ବି — [ଦ୍ର—ଏହା ସିଦ୍ଧ ନ ହୋଇ ମଧ୍ୟ ଏକ ପ୍ରକାର ସୁଖାଦ୍ୟ ବୋଲି ବିବେଚିତ ହୁଏ; ବ୍ରତ ଧାରୀମାନେ ଏହା ଖାଆନ୍ତି।]