ଧୁଆ ପଖାଳ Dhuā pakhāḻa

  • ଦେ. ବି. (ସଂ. ଧୌତ+ପ୍ରକ୍ଷାଳିତାନ୍ନ) — ଗରମ ଭାତ ଥରେ ଧୁଆ ହେଲା ପରେ ତହିଁରୁ ପୁଣି ପାଣି ପୂରାଯାଇ ପ୍ରସ୍ତୁତ ହେବା ପଖାଳ ଭାତ — Boiled rice kept in water after having once been washed while warm