ଧୁଆ ଧରିବା Dhuā dharibā
- ଦେ. କ୍ରି. (ସଂ. ଧ୍ରୂବକ+ଧୃ ଧାତୁ) — ପ୍ରଧାନ ଗାୟକ ଗୀତର ଅନ୍ୟ ପଦ ମାନ ଗାଇ ସାରିବା ପରେ ତାହାର ସହକାରୀମାନେ ଗୀତର ଘୋଷାକୁ ବାରଂବାର ଗାଇବା — To repeat the refrain of a song
- ଦେ. କ୍ରି. (ସଂ. ଧ୍ରୂବକ+ଧୃ ଧାତୁ) — (ଲକ୍ଷଣାର୍ଥ) କୌଣସି ବିଷୟକୁ ବାରଂବାର କହିବା — (Figurative) To repeat a thing several times; to say the same thing repeatedly
- ଦେ. କ୍ରି. (ସଂ. ଧ୍ରୂବକ+ଧୃ ଧାତୁ) — (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର କଥିତ ବିଷୟକୁ ସମର୍ଥନ କରିବା — (figurative) To support a person's proposal