ଧୀର୍ ଧୀର୍ Dhīr dhīr

  • ଦେ. କ୍ରି. ବିଣ. (ସଂ. ଧୀରଂ ଧୀରଂ) — ଧୀରେ ଧୀରେ (ଦେଖ) — Dhīre Dhīre (See)
  • ଦେ. ବିଣ. — ମନ୍ଦଗତିବିଶିଷ୍ଟ — Slow (motion)
  • ଦେ. ବିଣ. — ଧୀର୍ ଧୀର୍ ଚାଲିକି, ସରି ନୁହେଁ ଘୋଡ଼ା ପାଲିଙ୍କି। ଢଗ।
  • ଦେ. ବିଣ. — ଅନୁଚ୍ଚ ସ୍ୱରଯୁକ୍ତ — Low (sound)
  • ଦେ. ବିଣ. — ଧୀର୍ ଧୀର୍ କଥା; କହି ପୋତୁଛି ମଥା—ଢଗ।