ଧୀରେ ସୁସ୍ଥେ Dhīre susthe

  • ଦେ. କ୍ରି. ବିଣ — ଧୀରେ ଧୀରେ; ଆସ୍ତେ ଆସ୍ତେ — Slowly; gently
  • ଦେ. କ୍ରି. ବିଣ — କ୍ରମଶଃ; କ୍ରମେ କ୍ରମେ — Gradually; by degrees
  • ଦେ. କ୍ରି. ବିଣ — ଅବସର କ୍ରମେ — At one's leisure