ଧୀରାଧୀରା Dhīrādhīrā
- ସଂ .ବିଣ. (ଧୀରା ଅଥଚ ଅଧୀରା) — ବ୍ୟଙ୍ଗ୍ୟାବ୍ୟଙ୍ଗ୍ୟ କୋପ- ପ୍ରକାଶିକା (ନାୟିକା); ଯେଉଁ ନାୟିକାର ଅଭିମାନ ସମୟ ସମୟରେ ପ୍ରକାଶ ପାଏ ଏବଂ ସମୟ ସମୟରେ ଅବ୍ୟକ୍ତ ହୁଏ — (a heroine of a romance.) Whose resentment due to jealousy is at times expressed and at times suppressed before her lover
- ଦେ. କ୍ରି. ବିଣ. (ସଂ. ଧୀରଂ ଧୀରଂ) — ଧୀରେ(ଦେଖ) — Dhīre (See)