ଧୀରଚେତାଃ Dhīrachetāḥ
- ସଂ. ବିଣ. (ବହୁବ୍ରୀହି; ଧୀର+ଚେତସ୍; 1 ମା. 1 ବ.) — ଦୃଢ଼ପ୍ରତିଜ୍ଞ — Firm; resolute
- ସଂ. ବିଣ. (ବହୁବ୍ରୀହି; ଧୀର+ଚେତସ୍; 1 ମା. 1 ବ.) — ସାହସୀ — Brave; courageous
- ସଂ. ବିଣ. (ବହୁବ୍ରୀହି; ଧୀର+ଚେତସ୍; 1 ମା. 1 ବ.) — ପ୍ରଶାନ୍ତ; ଯେ ତୁରୁତୁରିଆ ନୁହେଁ — Calm; not hasty