ଧୀ (ଧାତୁ) Dhī (root)

  • ସଂ — ନିଷ୍ପନ୍ନ କରିବା — To fulfil; to accomplish
  • ସଂ — ଶାନ୍ତ କରିବା — To propitiate
  • ସଂ — ଅବଜ୍ଞା କରିବା — To disregard
  • ସଂ — ଧାରଣ କରିବା; ଧରିବା — To hold; to contain