ଧିକ୍କାର Dhikkāra
- ସଂ. ବି. (ଧିକ୍+କୃ ଧାତୁ+ଭାବ. ଅ) — ଧିକ୍ ଶବ୍ଦ୍ ଉଚ୍ଚାରଣ ପୂର୍ବକ ତିରସ୍କାର; ଭର୍ତ୍ସନା ବାକ୍ୟ — Abuse; censure; reproachful vilification
- ସଂ. ବି. (ଧିକ୍+କୃ ଧାତୁ+ଭାବ. ଅ) — ଅବଜ୍ଞା — Contempt
- ସଂ. ବି. (ଧିକ୍+କୃ ଧାତୁ+ଭାବ. ଅ) — ଅବଜ୍ଞା ପ୍ରଦର୍ଶନ — Contemptuous treatment