ଧିକ୍କାରିବା Dhikkāribā

  • ଦେ. କ୍ରି.—ସଂ. ଧିକ୍କୃ ଧାତୁ) — ଧିକ୍କାର ବଚନ କହିବା — To vilify; to speak with contempt
  • ଦେ. କ୍ରି.—ସଂ. ଧିକ୍କୃ ଧାତୁ) — ତୁଚ୍ଛ କରିବା — To humiliate
  • ଦେ. କ୍ରି.—ସଂ. ଧିକ୍କୃ ଧାତୁ) — ବଢ଼ି ତେଜରେ ଦେଲେ ଅଗ୍ନିକି ଧିକ୍କାରି। କୃଷ୍ଣସିଂହ, ମହାଭାରତ. ବନ।
  • ଦେ. କ୍ରି.—ସଂ. ଧିକ୍କୃ ଧାତୁ) — ନିନ୍ଦା କରିବା — To treat with contempt to censure
  • ଦେ. କ୍ରି.—ସଂ. ଧିକ୍କୃ ଧାତୁ) — (ଲକ୍ଷଣାର୍ଥ) ବଳି ପଡ଼ିବା — To exceed
  • ଦେ. କ୍ରି.—ସଂ. ଧିକ୍କୃ ଧାତୁ) — ଅଧର ସୁନ୍ଦର ନ ଥାଇ ପାନ ବୋଳ, ଧିକ୍କାରି ଥାଉ ସବୁ ବେଳରେ ପ୍ରବାଳ। କୃଷ୍ଣସିଂହ. ମହାଭାରତ. ବନ।