ଧିଆନ Dhiāna
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — ଧ୍ୟାନ; ମନନ — Contemplation
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — ସର୍ବଦା ଚିନ୍ତା କରିବା; ସ୍ମରଣ — Harping upon; brooding over; remembering
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — କହେ ମୋ ଆନ ନାହିଁ ଧିଆନ ତୋ ବିନୁ ଆନ ଗୋରୀ—ଭଞ୍ଜ. ପ୍ରେମସୁଧାନିଧି।
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — ଏକାଗ୍ର ମନୋନିବେଶ; ମନର ଏକାଗ୍ରତା — Concentrated attention
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — ଅଛି ତିହଁରେ ଧିଆନ, ସିଦ୍ଧ କରି ନ ପାରଇ କର୍ମବଳୁ ଆନ— ଭଞ୍ଜ,. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — (ସଂ. ଧି=ବୁଦ୍ଧି+ଓ. ଅନ=ଅନ୍ୟ) ଅନ୍ୟ ବିଷୟରେ ବୁଦ୍ଧି ବା ମନ — Mind devoted to any other matter
- ଦେ. (ପଦ୍ୟ) ବି (ସଂ. ଧ୍ୟାନ) — ଅଛି ଧିଆନରେ ବାଳା ନାହିଁ ଧିଆନରେ—ସଙ୍ଗୀତ।