ଧାଡ଼ିଦେବା Dhāṟḍ̠i debā

  • ଦେ. କ୍ରି — ଯୁଦ୍ଧାର୍ଥ ଅଗ୍ରସରହେବା — To advance to fight
  • ଦେ. କ୍ରି — ଆକ୍ରମଣ କରିବା — To attack
  • ଦେ. କ୍ରି — ଦିନେ କୃତାନ୍ତକ ପଡ଼ିବ ଧା଼ଡ଼ି— ପ୍ରାଚୀ, ପରଚେଗୀତା।