ଧାଡ଼ିକିଧାଡ଼ି Dhāṟḍ̠ikidhāṟḍ̠i

  • ଦେ. କ୍ରି. ବିଣ — ପ୍ରତ୍ୟେକ ପଂକ୍ତିରେ — In each row or line
  • ଦେ. କ୍ରି. ବିଣ — ଧାଡ଼ି ଧାଡ଼ି ହୋଇ; ଅନେକ ପଂକ୍ତିରେ — In several rows
  • ଦେ. କ୍ରି. ବିଣ — ଏକ ପଂକ୍ତି ପରେ ଅନ୍ୟ ପଂକ୍ତି — Row after row