ଧାଡ଼ି ମରଦ Dhāṟḍ̠i marada

  • ପ୍ରାଦେ. (ବାଲେଶ୍ୱର, ମେଦିନୀପୁର) ବି. ପୁଂ — ସନ୍ତାନୋତ୍ପାଦନକ୍ଷମ ହୃଷ୍ଟପୁଷ୍ଟ ଯୁବକ — A grown up man who is capable of begetting children