ଧାଡ଼ି ଧୋକଡ଼ Dhāṟḍ̠i dhokaṟḍ̠a

  • ପ୍ରାଦେ (ଗଞ୍ଜାମ) ବି — ଢୁଢୁ ଖେଳ — A kind of outdoor country game
  • ପ୍ରାଦେ (ଗଡ଼ଜାତ) ବି — ବାଘବଜାରି ପରି ଏକପ୍ରକାର ଖେଳ — A kind of indoor game
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏଥିରେ ଦୁଇ ଜଣ ଖେଳାଳି ଖେଳନ୍ତି। ଜଣକର ସାର ଏକ ବର୍ଣ୍ଣର 11 ଟି ଗୋଡ଼ି , ଅନ୍ୟ ଜଣକର ଅନ୍ୟ ବର୍ଣ୍ଣର 11 ଟି ଗୋଡ଼ି। ଏକ ସୀମା ରେଖା ଉପରେ 3 ଟି ବର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ 24 ଟି ଘର ବା ଛକ ଅଙ୍କିତ ହୁଏ। ଦୁଇ ଜଣଙ୍କର 22 ଟି ସାର ବସିବା ପରେ 2 ଟି ଘର ବଧା ବା ବହକା ରହେ। ଯେଉଁ ଖେଳାଳିର 3 ଟି ସାର ଗୋଟିଏ ଧାଡ଼ିରେ ରହିଯାଏ, ସେଥର ପାଇଁ ସେ ଜିତେ; ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ। ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ। ] — [ଦ୍ର—ଏଥିରେ ଦୁଇ ଜଣ ଖେଳାଳି ଖେଳନ୍ତି ଜଣକର ସାର ଏକ ବର୍ଣ୍ଣର11ଟି ଗୋଡ଼ି , ଅନ୍ୟ ଜଣକର ଅନ୍ୟ ବର୍ଣ୍ଣର11ଟି ଗୋଡ଼ି ଏକ ସୀମା ରେଖା ଉପରେ3ଟି ବର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ24ଟି ଘର ବା ଛକ ଅଙ୍କିତ ହୁଏ ଦୁଇ ଜଣଙ୍କର22ଟି ସାର ବସିବା ପରେ2ଟି ଘର ବଧା ବା ବହକା ରହେ ଯେଉଁ ଖେଳାଳିର3ଟି ସାର ଗୋଟିଏ ଧାଡ଼ିରେ ରହିଯାଏ, ସେଥର ପାଇଁ ସେ ଜିତେ; ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ ]