ଧା଼ଡ଼ି ପାଠ Dhāṟḍ̠i pāṭha
- ଦେ. ବି (ଧାଡ଼ି+ପାଠ) — ଚାଟଶାଳୀରେ ଖଡ଼ିରେ ଚାରି ଧାଡ଼ିରେ ଓଡ଼ିଆ ବର୍ଣ୍ଣମାଳା ଲେଖି ଶିଶୁମାନେ ପଢ଼ିବା ପାଠ — Learning of the Oria alphabets in village schools (by writing them down in 4 lines
- ଦେ. ବି (ଧାଡ଼ି+ପାଠ) — [ଦ୍ର—ଚାହାଳୀରେ ବାଳକମାନେ ଓଡ଼ିଆ ବର୍ଣ୍ଣମାଳାକୁ ଚାରୋଟି ଧାଡ଼ିରେ ଲେଖି ଶିଖନ୍ତି।
- ଦେ. ବି (ଧାଡ଼ି+ପାଠ) — — 1ମ ଧାଡ଼ି—ସ୍ୱରବର୍ଣ୍ଣ,14ଟି
- ଦେ. ବି (ଧାଡ଼ି+ପାଠ) — — 2ୟ ଧାଡ଼ି—ବ୍ୟଞ୍ଜନବର୍ଣ୍ଣ କ ଠାରୁ ଠ,12ଟି
- ଦେ. ବି (ଧାଡ଼ି+ପାଠ) — — 3ୟ ଧାଡ଼ି—ଡ ଠାରୁ ଭ,12ଟି
- ଦେ. ବି (ଧାଡ଼ି+ପାଠ) — ] — 4ର୍ଥ ଧାଡ଼ି—ମ ଠାରୁ କ୍ଷ ଓ ଅନୁସ୍ୱାର, ବିସର୍ଗ, ଚନ୍ଦ୍ରବିନ୍ଦୁ,13ଟି