ଧାରୟିଷ୍ଣୁ Dhārayishṇu

  • ସଂ. ବିଣ. ପୁଂ (ଧୃ ଧାତୁ ଣିଚ୍+ଶୀଳାର୍ଥରେ ଇଷ୍ଣ) — ଯେ ଧାରଣ କରି ରହିଅଛି; ଧାରଣଶୀଳ — Habituated to hold
  • ସଂ. ବିଣ. ପୁଂ (ଧୃ ଧାତୁ ଣିଚ୍+ଶୀଳାର୍ଥରେ ଇଷ୍ଣ) — ଯେ ଧାରଣ କରିପାରେ — Capable of holding or sustaining