ଧାର୍ମିଣ Dhārmiṇa

  • ସଂ. ବି. (ଧର୍ମିଣ+ ସମୂହାର୍ଥରେ ଅ; ଅଥବା ଧର୍ମ+ଇଣ) — ଧାର୍ମିକ ସମୂହ — A number of pious men
  • ସଂ. ବି. (ଧର୍ମିଣ+ ସମୂହାର୍ଥରେ ଅ; ଅଥବା ଧର୍ମ+ଇଣ) — ଧାର୍ମିକମାନଙ୍କର ସଭା ବା ମିଳନ — An assemblage of pious men