ଧାରାଯନ୍ତ୍ର Dhārājantra

  • ସଂ. ବି. ( 6 ଷ୍ଠୀ ତତ୍; ଧାରା+ଯନ୍ତ୍ର) — ଜଳଯନ୍ତ୍ର; ଯେଉଁ ଯନ୍ତ୍ରରୁ ଜଳଧାରା ବିନିର୍ଗତ ହୁଏ — A jet of water; an artificial fountain of water
  • ସଂ. ବି. ( 6 ଷ୍ଠୀ ତତ୍; ଧାରା+ଯନ୍ତ୍ର) — ପିଚକାରୀ — A syringe