ଧାରାବିଷ Dhārābisha

  • ସଂ. ବି. (ବହୁବ୍ରୀହି; ଧାରା=ଦାଢ଼+ବିଷ; ଯାହାର ଦାଢ଼ ବିଷ ସଦୃଶ ସାଂଘାତିକ) — ତୀକ୍ଷ୍ଗ ଖଡ଼୍ଗ — A sharp sword
  • ସଂ. ବି. (ବହୁବ୍ରୀହି; ଧାରା=ଦାଢ଼+ବିଷ; ଯାହାର ଦାଢ଼ ବିଷ ସଦୃଶ ସାଂଘାତିକ) — ବିଷାକ୍ତ ଛୋରା — A poisoned dagger
  • ସଂ. ବି. (ବହୁବ୍ରୀହି; ଧାରା=ଦାଢ଼+ବିଷ; ଯାହାର ଦାଢ଼ ବିଷ ସଦୃଶ ସାଂଘାତିକ) — ବକ୍ର ଖଡ୍ଗ — A crooked sword