ଧାରାପାତ Dhārāpāta

  • ସଂ. ବି. ( 6 ଷ୍ଠୀ ତତ୍; ଧାରା+ପାତ=ପତନ) — ଧାରା ନିପାତ (ଦେଖ) — Dhārā nipāta (See)
  • ସଂ. ବି. ( 6 ଷ୍ଠୀ ତତ୍; ଧାରା+ପାତ=ପତନ) — ଗଣିତ ସମସ୍ୟା ସାଧନ କରିବାର ସହଜ ପ୍ରଣାଳୀବିଶେଷ — An easy method of working out a mathematical problem