ଧାରା ନିପାତ Dhārā nipāta

  • ସଂ. ବି. ( 6 ଷ୍ଠୀ ତତ୍; ଧାରା+ନିପାତ) — ମୂଷଳଧାରାରେ ବର୍ଷା; ଦୁମୁକାଣି; ଅବିରଳ ଜଳଧାରାରେ ବର୍ଷା ହେବା — Raining in continuous showers; insessant raining; a down pour of rain; raining cats and dogs