ଧାରଣୀୟ Dhāraṇīya

  • ସଂ. ବିଣ (ଧୃ ଧାତୁ+କର୍ମ. ଅନୀୟ) — ଧୃତ ହେବାର ଉପଯୁକ୍ତ; ଧାରଣଯୋଗ୍ୟ — Fit to be held
  • ସଂ. ବିଣ (ଧୃ ଧାତୁ+କର୍ମ. ଅନୀୟ) — ପରିଧେୟ — Fit to be worn