ଧାରଣାକରିବା Dhāraṇākaribā

  • ଦେ. କ୍ରି — ନିର୍ଦ୍ଧାରଣ କରିବା — To resolve
  • ଦେ. କ୍ରି — ସ୍ଥିର କରିବା — To arrive at a definite conclusion
  • ଦେ. କ୍ରି — ମନମଧ୍ୟରେ ଗୋଟିଏ ଚିତ୍ର ଅଙ୍କିତ କରିବା — To have an impression
  • ଦେ. କ୍ରି — ଚିତ୍ତର ଏକାଗ୍ରତା ସଂପାଦନ କରିବା — To concentrate one's mind upon a thing
  • ଦେ. କ୍ରି — କଳ୍ପନା କରିବା — To conceive