ଧାରଣା ଦେବା Dhāraṇā debā

  • ଦେ. କ୍ରି — କୌଣସି ଦେବତାଙ୍କ ନିକଟରେ ଅଧ୍ୟା ପଡ଼ିବା — To lie praying and prostrate before a Diety till one's wishes are fulfilled
  • ଦେ. କ୍ରି — ସାଆନ୍ତାଣୀ ନିଶ୍ୱାସଟାଏ ପକାଇ କହିଲେ; ଆଚ୍ଛା ତେବେ ଧାରଣା ଦିଅ— ଫକୀରମୋହନ; ଗଳ୍ପସ୍ୱଳ୍ପ।
  • ଦେ. କ୍ରି — କୌଣସି ବ୍ୟକ୍ତି ନିକଟରେ ଅଳିକରି ପଡ଼ିରହିବା — To picket
  • ଦେ. କ୍ରି — କେତେଗୁଡ଼ିଏ ଲମ୍ବ କାଠ ଆଦିକୁ ଟେକି ରଖିବା ପାଇଁ ତଳେ ଆଡ଼ ବାଗରେ କାଠ ଦେବା — To place a prop crosswise below long things