ଧାବମାନ Dhābamāna

  • ସଂ. ବିଣ. ପୁଂ (ଧାବ୍ ଧାତୁ+କର୍ତ୍ତୃ. ଆନ) — ଯେ ଦଉଡ଼ୁ ଅଛି — Running
  • ସଂ. ବିଣ. ପୁଂ (ଧାବ୍ ଧାତୁ+କର୍ତ୍ତୃ. ଆନ) — ଯେ ଅଶ୍ୱାଦି ଚଢ଼ି ବେଗରେ ଗତି କରୁଛି — Riding at a gallop