ଧାବକ Dhābaka
- ସଂ. ବିଣ. (ଧାବ୍ ଧାତୁ+କର୍ତ୍ତୃ. ଅକ) — ଯେ ଦଉଡ଼େ — One who runs; running
- ସଂ. ବିଣ. (ଧାବ୍ ଧାତୁ+କର୍ତ୍ତୃ. ଅକ) — ଦ୍ରୁତଗାମୀ; ବେଗଗତିବିଶିଷ୍ଟ — Moving quickly; fleet; swift-footed
- ସଂ. ବିଣ. (ଧାବ୍ ଧାତୁ+କର୍ତ୍ତୃ. ଅକ) — ଯେ ଧୁଏ; ସମ୍ମାର୍ଜନକାରୀ — Washing
- ସଂ. ବି — ଧୋବା; ରଜକ — Washerman
- ସଂ. ବି — ହରକରା; ପତ୍ରବାହକ; ଦ୍ରୁତଗାମୀ ବାର୍ତ୍ତାବହ — A runner; a messenger; an express
- ସଂ. ବି — (ନାମ) ରତ୍ନାବଳୀ ରଚୟିତା କବି — Name of a poet who composed Ratnābaḻī
- ସଂ. ବି — [ଦ୍ର—ଏହାଙ୍କ ନାମ କାଳିଦାସଙ୍କ ମାଳବିକାଗ୍ନିମିତ୍ର, କାବ୍ୟ— ପ୍ରକାଶ ଓ ସାହିତ୍ୟସାର ଗ୍ରନ୍ଥମାନଙ୍କରେ ମିଳେ।]