ଧାପେ Dhāpe

  • ଦେ. ବିଣ — ସାମାନ୍ୟ ପରିମିତ — A minute quantity of
  • ଦେ. ବିଣ — (ଯଥା—ଔଷଧ ଖାଇବାକୁ ତାକୁ ଧାପେ ମହୁ ଦିଅ।)
  • ଦେ. କ୍ରି. ବିଣ — ଧସ୍କିନା; ଝଟ୍ — Quickly
  • ଦେ. କ୍ରି. ବିଣ — ତତ୍କ୍ଷଣାତ୍ — At once
  • ଦେ. କ୍ରି. ବିଣ — ଧାପେ ତା ନାଶି ଦେଲେ ଅତି କ୍ରୋଧ ହୋଇ। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. ବିଣ — କ୍ଷଣମାତ୍ରକେ — Instantly; in no time
  • ଦେ. କ୍ରି. ବିଣ — ଅତିଅଳ୍ପ; ସାମାନ୍ୟ ପରିମାଣରେ — A bit; a little
  • ଦେ. କ୍ରି. ବିଣ — ତା ଜାଣି ଧାପେ ସାପେ ମୁଖ ଶୁଖାଇଲେ। କୃଷ୍ଣସିଂହ. ମହାଭାରତ, ଆଦି।