ଧାପ ଦେବା Dhāpa debā

  • ଦେ. କ୍ରି. (ସଂ. ଧାବ୍ ଧାତୁ) — ସାହସ ସହିତ ପଶିବା — To enter with courage
  • ଦେ. କ୍ରି. (ସଂ. ଧାବ୍ ଧାତୁ) — ଅସୁରେ ବଡ଼ ଦୁରାଚାର ଧାପଦିଅନ୍ତି ତିନିପୁର। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।
  • ଦେ. କ୍ରି. (ସଂ. ଧାବ୍ ଧାତୁ) — ଭୀତ ନ ହୋଇ ଦମ୍ଭ ସହକାରେ କାର୍ଯ୍ୟ କରିବା — To do a thing courageously and without fear
  • ଦେ. କ୍ରି. (ସଂ. ଧାବ୍ ଧାତୁ) — ଆକ୍ରମଣ କରିବା — To attack
  • ଦେ. କ୍ରି. (ସଂ. ଧାବ୍ ଧାତୁ) — ଦଉଡ଼ିବା — To run