ଧାନ୍ୟାଭ୍ରକ Dhānyābhraka

  • ସଂ. ବି. (ଧାନ୍ୟ+ଅଭ୍ରକ) — ଆୟୁର୍ବେଦୋକ୍ତ ମତେ ଭସ୍ମ ପ୍ରସ୍ତୁତ କରିବା ପାଇଁ ଧାନ ବତୁରା ଯାଇ ଶୋଧିତ ହୋଇଥିବା ଅଭ୍ର — Mica which has been moistened in coriander water before it is reduced to medicinal oxide