ଧାନ୍ୟ ସାର Dhānya sāra

  • ସଂ. ବି. ( 6 ଷ୍ଠୀ ତତ୍; ଧାନ୍ୟ+ସାର) — ଅମଳ ହୋଇ ପରିଷ୍କୃତ ହୋଇଥିବା ଧାନ — Threshed, winnowed and cleansed paddy
  • ସଂ. ବି. ( 6 ଷ୍ଠୀ ତତ୍; ଧାନ୍ୟ+ସାର) — ଚାଉଳ — Rice