ଧାନ୍ୟ ଶୈଳ Dhānya ṡai̱la

  • ସଂ. ବି — ପୁରାଣ ମତରେ ଉଚ୍ଚ ସ୍ତୂପାକାର ଧାନ, ଯାହା ଦାନ କଲେ ଦାତା ମରଣାନ୍ତେ ସ୍ୱର୍ଗରେ ଅପ୍ସରା ଓ ଗନ୍ଧର୍ବମାନଙ୍କ ଦ୍ୱାରା ସେବିତ ହୁଏ ଓ ଅନ୍ୟ ଜନ୍ମରେ ରାଜା ହୁଏ — A heap of paddy given away to a Brāhmaṇa which secures to the doner bliss after death and in the next birth