ଧାନ୍ୟ ପାନକ Dhānya pānaka
- ସଂ. ବି (ମ. ପ. ଲୋ; ଧାନ୍ୟ ମିଶ୍ରିତ ପାନକ) — ଧନିଆକୁ ବାଟି ପାଣିରେ ଗୋଳାଇ ତାକୁ ଛାଣି ନେଇ ସେହି ପାଣିରେ ଲୁଣ, ଗୋଲମରିଚ, ଚିନି ଓ କପୂର ଆଦି ମିଶାଇ ପ୍ରସ୍ତୁତ କରିବା ଏକପ୍ରକାର ପଣା — A drink made of coriander seeds bruised and seasoned with salt, sugar, black pepper and camphor after being filtered