ଧାନ୍ୟ ଧେନୁ Dhānya dhenu

  • ସଂ. ବି.—(ଧାନ୍ୟ+ଧେନୁ) — ଦାନାର୍ଥ ଧାନ୍ୟନିର୍ମିତ ଧେନୁ — Paddy collected and made into the shape of a cow for gift to Brāhmaṇas
  • ସଂ. ବି.—(ଧାନ୍ୟ+ଧେନୁ) — [ଦ୍ର—ବିଷୁବ ସଂକ୍ରାନ୍ତିରେ ଓ କାର୍ତ୍ତିକ ମାସରେ ଧାନ୍ୟଧେନୁ ଦାନ କଲେ ବହୁ ସୌଭାଗ୍ୟ, ସୁଖ ଓ ପୁଣ୍ୟଲାଭ ହୁଏ। ହି. ଶବ୍ଦସାଗର।]