ଧାନ ମରେଇ Dhāna marei

  • ଦେ. ବି — ଧାନ ସଞ୍ଚୟ କରିବା ସକାଶେ ପାଳ ମଳାରେ ପ୍ରସ୍ତୁତ ଆଧାରବିଶେଷ — A big receptacle made of plaited straw for storing large quantities of paddy
  • ଦେ. ବି — [ଦ୍ର—ଏହା ଧାନ କୋଠିର କାର୍ଯ୍ୟ କରେ; ମରେଇର ଚାରିପାଖ ଓ ଶିଖରଦେଶ କୁଟାଦ୍ୱାରା ଉତ୍ତମରୂପେ ଛୁଆଣି କରା ଯାଇଥାଏ। ଏଥିଲାଗି ବର୍ଷାପାଣି ମରେଇ ଭିତରକୁ ପଶେ ନାହିଁ।]