ଧାନ ବେଙ୍ଗେଳା Dhāna beṅgeḻā

  • ଦେ. ବି. — ଧାନ ପାଚିବା ପରେ କିଆରୀରୁ କଟା ହୋଇ ଆସିଥିବା ଧାନହଳାମାନ ଖଳାରେ ମେରିଖୁଣ୍ଟ ଚାରି ପାଖେ ବିସ୍ତୃତ କରି ତହିଁ ଉପରେ ବଳଦଙ୍କୁ ଚଳାଇ କେଣ୍ଡାରୁ ଧାନକୁ ପୃଥକ୍ କରିବାର ରୀତି — The mode of threshing paddy by making bullocks tread on the sheaves spread on a courtyard by being driven round a central post