ଧାନ ବାଡ଼େଇବା Dhāna bāṟḍ̠eibā

  • ଦେ. କ୍ରି — ଧାନକେଣ୍ଡାରୁ ଧାନକୁ ପୃଥକ୍ କରିବା ସକାଶେ ଧାନକେଣ୍ଡାକୁ ପଟା ଉପରେ ପିଟିବା — To beat the paddy stalks on a plank in order to separate the corns from them