ଧାନ ଧର୍ମ Dhāna dharma
- ଦେ. ବି (ଧାନ+ନିରର୍ଥକ 2 ୟ ସହଚର) — ଧାନ; ଧାନ୍ୟରୂପ ସମ୍ପତ୍ତି — Paddy etc; paddy considered as wealth
- ଦେ. ବି (ଧାନ+ନିରର୍ଥକ 2 ୟ ସହଚର) — ଧାନ ଆଦି ଶସ୍ୟ — Paddy etc; paddy and other grains
- ଦେ. ବି (ଧାନ+ନିରର୍ଥକ 2 ୟ ସହଚର) — ଗୃହସ୍ଥର ସଞ୍ଚିତ ଧାନ୍ୟ — Paddy stored by a house-holder for future use
- ଦେ. ବି (ଧାନ+ନିରର୍ଥକ 2 ୟ ସହଚର) — (ଯଥା—ଯାହା ଘରେ ଧାନ ଧର୍ମ ନାହିଁ ତାହା ଘରେ ଝିଅକୁ ବିଭା ଦେବ ନାହିଁ।)