ଧାନ ଦେଢ଼ି Dhāna deṟḍ̠hi

  • ଦେ. ବି (ସଂ. ନାମ. ଧାନ୍ୟବର୍ଦ୍ଧନ; ସଂ. ଧାନ୍ୟ+ଅଧ୍ୟର୍ଦ୍ଧ୍ୟ) ଧନ ଋଣ ଦେଇ ବର୍ଷ ଶେଷରେ ଖାତକ ଠାରୁ ମୂଳ ଧାନ ଓ ତାହାର ଅର୍ଦ୍ଧେକ ସୁଧ ଆଦାୟ କରିବା ରୀତି — Usury in paddy
  • ଦେ. ବି (ସଂ. ନାମ. ଧାନ୍ୟବର୍ଦ୍ଧନ; ସଂ. ଧାନ୍ୟ+ଅଧ୍ୟର୍ଦ୍ଧ୍ୟ) ଧାନ କରଜ — Paddy lending
  • ଦେ. ବି (ସଂ. ନାମ. ଧାନ୍ୟବର୍ଦ୍ଧନ; ସଂ. ଧାନ୍ୟ+ଅଧ୍ୟର୍ଦ୍ଧ୍ୟ) (ଯଥା—ସାଧାରଣତଃ ଏ ଦେଶରେ ଆଜିକାଲି ଦେଢ଼ି ରୀତିରେ ସୁଧ ଆଦାୟ ହୁଏ ନାହିଁ; 'ଧାନ ଦେଢ଼ୀ' କହିଲେ ଋଣରୂପେ ନିଆ ଯିବା ଧାନ ଉପରେ 1/4 ଅଂଶ (ସ୍ୱାହୀ) ସୁଧ ସାଧାରଣତଃ ଆଦାୟ କରାଯାଏ। ମାତ୍ର ପୂର୍ବକାଳରେ 1/2 ସୁଧ ଆଦାୟର ରୀତି ଥିବାରୁ 'ଧାନ ଦେଢ଼ି' ଶବ୍ଦ ଏ ପର୍ଯ୍ୟନ୍ତ ଚଳୁଅଛି।) — (ଯଥା—ସାଧାରଣତଃ ଏ ଦେଶରେ ଆଜିକାଲି ଦେଢ଼ି ରୀତିରେ ସୁଧ ଆଦାୟ ହୁଏ ନାହିଁ; 'ଧାନ ଦେଢ଼ୀ' କହିଲେ ଋଣରୂପେ ନିଆ ଯିବା ଧାନ ଉପରେ1/4ଅଂଶ (ସ୍ୱାହୀ) ସୁଧ ସାଧାରଣତଃ ଆଦାୟ କରାଯାଏ ମାତ୍ର ପୂର୍ବକାଳରେ1/2ସୁଧ ଆଦାୟର ରୀତି ଥିବାରୁ 'ଧାନ ଦେଢ଼ି' ଶବ୍ଦ ଏ ପର୍ଯ୍ୟନ୍ତ ଚଳୁଅଛି)