ଧାନ କାଢ଼ିଆ Dhāna kāṟḍ̠ẖiā

  • ଦେ. ବି — ଧାନ ଅମଳ ସମୟରେ ଦାଣ୍ଡ ଭାଉ ଅପେକ୍ଷା ନିର୍ଦ୍ଦିଷ୍ଟ ପରିମାଣର ବେଶୀ ଭାଉରେ ଖାତକଠାରୁ ଧାନ ପାଇବା ଚୁକ୍ତିରେ ପୂର୍ବରୁ ଟଙ୍କା କରଜ ଦେବା — Advancing money to a debtor to get paddy from him at the harvest time at a rate higher than the prevailing rate
  • ଦେ. ବି — ଉପରୋକ୍ତ ରୀତିରେ ଧାନ ଋଣ କରିବା — Borrowing paddy on interest under the above condition