ଧାନ ଉଡ଼ାଇବା Dhāna uṟḍ̠āibā

  • ଦେ. କ୍ରି — ଅମଳ କରିବା ପରେ କୁଲା ସାହାଯ୍ୟରେ ଧାନରୁ ଧୁଷ, ଅଗାଡ଼ି ଓ ମଇଳା ଉଡ଼ାଇ ତାକୁ ସଫା କରିବା — To winnow paddy after threshing