ଧାନ ଉଷେଇଁବା Dhāna usheiñbā

  • ଦେ. କ୍ରି (ସଂ. ଧାନ୍ୟ+ଉଷ୍ମ) — ଉଷୁନା ଚାଉଳ ପ୍ରସ୍ତୁତ କରିବା ପାଇଁ ଧାନକୁ ଅଗ୍ନି ଓ ଜଳ ସାହାଯ୍ୟରେ ଅର୍ଦ୍ଧସିଦ୍ଧ କରିବା — To half-boil paddy for preparing parboiled rice