ଧାନ ଉଷୁଆଁ Dhāna ushuāñ

  • ଦେ. ବି. (ସଂ. ଧାନ୍ୟ ଓ ଉଷ୍ମ) — ଉଷୁନା ଚାଉଳ ବାହାର କରିବା ପାଇଁ ଧାନକୁ ନିଆଁରେ ବସାଇ ଅର୍ଦ୍ଧସିଦ୍ଧ କରିବା ପ୍ରକ୍ରିୟା — The act of half boiling paddy