ଧାତ୍ୱର୍ଥ Dhātwartha

  • ସଂ. ବି. ( 6 ଷ୍ଠୀ ତତ୍; ଧାତୁ+ଅର୍ଥ) — (ବ୍ୟାକରଣ) ଧାତୁର ଅର୍ଥ — The meaning of a verbal root
  • ସଂ. ବି. ( 6 ଷ୍ଠୀ ତତ୍; ଧାତୁ+ଅର୍ଥ) — କୌଣସି ଶବ୍ଦର ଧାତୁରୁ ଉତ୍ପନ୍ନ ଅର୍ଥ; ମୌଳିକ ବା ପ୍ରଥମାର୍ଥ — The root; meaning of a word-the primary meaning of a word which follows from the root