ଧାତ୍ରେୟୀ Dhātreyī

  • ସଂ. ବି. ସ୍ତ୍ରୀ—(ଧାତ୍ରୀ+ଏୟ+ସ୍ତ୍ରୀ. ଈ) — ଧାଈ — Midwife; nurse
  • ସଂ. ବି. ସ୍ତ୍ରୀ—(ଧାତ୍ରୀ+ଏୟ+ସ୍ତ୍ରୀ. ଈ) — ଉପମାତାର କନ୍ୟା — A foster-sister (Apte)