ଧାତ୍ରୀ Dhātrī
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ମାତା — Mother
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଦୁର୍ଗା — Goddess Durgā
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଉପମାତା; ଧାଈ — Nurse; foster-mother
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଯେ ଅନ୍ୟର ପିଲାକୁ ସ୍ତନ୍ୟପାନ କରାଇ ପାଳେ — Wet nurse
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ପୃଥିବୀ — The earth
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ପ୍ରସୂତି ଓ ସନ୍ତାନର ଯତ୍ନ କରିବା ସ୍ତ୍ରୀ ବୈଦ୍ୟ — Midwife; obstetrix
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଆମଳକୀ; ଅଅଁଳା — Emblic Myrabalan; Phyllanthus Emblica
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଗଙ୍ଗାନଦୀ (ହି. ଶବ୍ଦସାଗର) — The Ganges
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଭୂମି (ହି. ଶବ୍ଦସାଗର) — The soil; earth
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ସେନା; ଫଉଜ (ହି. ଶବ୍ଦସାଗର) — Army
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଗାଈ (ହି. ଶବ୍ଦସାଗର) — Cow
- ସଂ. ବି. ସ୍ତ୍ରୀ. (ଧା ଧାତୁ=ଧାରଣ କରିବା; ପାଳନ କରିବା+ କର୍ତ୍ତୃ. ତୃ=ଧାତୃ+ସ୍ତ୍ରୀ. ଈ) — ଆର୍ଯ୍ୟା; ଛନ୍ଦୋବିଶେଷ — A kind of Sanscrit metre