ଧାତୁ କ୍ଷୟ Dhātu kshaya
- ସଂ. ବି. (ଧାତୁ+କ୍ଷୟ; 6 ଷ୍ଠୀ ତତ୍) — ଶୁକ୍ରକ୍ଷରଣ ରୋଗ — The disease of involuntary remission of semen
- ସଂ. ବି. (ଧାତୁ+କ୍ଷୟ; 6 ଷ୍ଠୀ ତତ୍) — ପ୍ରମେହ — Gonorrhoea
- ସଂ. ବି. (ଧାତୁ+କ୍ଷୟ; 6 ଷ୍ଠୀ ତତ୍) — ପ୍ରଦର ରୋଗ — Leucorrhœa
- ସଂ. ବି. (ଧାତୁ+କ୍ଷୟ; 6 ଷ୍ଠୀ ତତ୍) — (ବହୁବ୍ରୀହି) ମାରାତ୍ମକ କାଶରୋଗବିଶେଷ — A kind of fatal cough; consumption