ଧାଉଡ଼ିଆ ଟପା Dhāuṟḍ̠iā ṭapā

  • ପ୍ରାଦେ. (ଗଞ୍ଜାମ) ବି (ସଂ. ଧାବକ+ତେ. ଟପାଲ) — ଦଉଡ଼ିବା ବ୍ୟକ୍ତି ଦ୍ୱାରା ବୁହା ହେବା ଡାକ — The arrangement for the carriage of postal articles by relays of runners