ଧାଉଡ଼ି ଦେବା Dhāuṟḍ̠i debā

  • ଦେ. କ୍ରି (ସଂ. ଧାବ୍ ଧାତୁ) — କୌଣସି ସ୍ଥାନକୁ ଉପର୍ଯ୍ୟୁପରି ଆସିବା — To come to a place repeatedly
  • ଦେ. କ୍ରି (ସଂ. ଧାବ୍ ଧାତୁ) — ଆକ୍ରମଣ କରିବା — To attack