ଧାଇଁଯିବା Dhāiñj̄ibā
- ଦେ. କ୍ରି — ଦଉଡ଼ି କରି କୌଣସି ସ୍ଥାନ ତ୍ୟାଗ କରିବା — To run away from a place
- ଦେ. କ୍ରି — ଅନ୍ୟ ସ୍ଥାନକୁ ଦଉଡ଼ିଯିବା — To run down to a place
- ଦେ. କ୍ରି — ଧାଇଁ ଯାଇ ମୁଁ କରେ ପିଲାକୁ ଧଇଲି। କୃଷ୍ଣସିଂହ, ମହାଭାରତ ଆଦି।
- ଦେ. କ୍ରି — ତ୍ୱରିତ ବା ତତ୍କ୍ଷଣାତ୍ ଯିବା; କ୍ଷଣବିଳମ୍ବ ନ କରି ଯିବା — To go at once
- ଦେ. କ୍ରି — ଆଦର୍ଶ ମନୁଷ୍ୟ ଯେବେ ଦେଖିବାକୁ ଚାଓ ଧାଇଁ ଯାଅ ଦେଖିଆସ ଘରେ ମଧୁରାଓ। ଫକୀରମୋହନ. ଉତ୍କଳଭ୍ରମଣ।